# four thousand ୪,୦୦୦ (ଦେଖ: [[rc://*/ta/man/translate/translate-numbers]]) # Or the seven loaves ... you took up? ତୁମ୍ଭମାନଙ୍କର କଅଣ ମନେ ନାହିଁ ସାତଟି ରୋଟୀ … କେତେ ବେତା ଗୋଟାଇଲ ? ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏକ ପ୍ରଶ୍ନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ନିଶ୍ଚୟ ତୁମ୍ଭେ ମାନେ ସାତଟି ରୋଟୀ ମନେ ରଖିଥିବ … ତୁମ୍ଭେମାନେ ଗୋଟାଇଲ !” (ଦେଖ: [[rc://*/ta/man/translate/figs-rquestion]])