or_tn/mat/16/06.md

551 B

the yeast of the Pharisees and Sadducees

ଏଠାରେ “ଖମୀର” ଏକ ରୁପକ ଅଟେ ଯାହା ମନ୍ଦ ଭାବନା ଓ ଭଣ୍ଡଶିକ୍ଷାକୁ ବୁଝାଏ I ଏଠାରେ “ଖମୀର” ଅନୁବାଦ କର ଓ କିନ୍ତୁ ତୁମ ଅନୁବାଦରେ ଏହାର ଅର୍ଥକୁ ବର୍ଣ୍ଣନା କରନାହିଁ I ଏହାର ଅର୍ଥ ୧୬:୧୨ରେ ସ୍ପଷ୍ଟ ହୋଇଯିବ I (ଦେଖ: rc://*/ta/man/translate/figs-metaphor)