# the yeast of the Pharisees and Sadducees ଏଠାରେ “ଖମୀର” ଏକ ରୁପକ ଅଟେ ଯାହା ମନ୍ଦ ଭାବନା ଓ ଭଣ୍ଡଶିକ୍ଷାକୁ ବୁଝାଏ I ଏଠାରେ “ଖମୀର” ଅନୁବାଦ କର ଓ କିନ୍ତୁ ତୁମ ଅନୁବାଦରେ ଏହାର ଅର୍ଥକୁ ବର୍ଣ୍ଣନା କରନାହିଁ I ଏହାର ଅର୍ଥ ୧୬:୧୨ରେ ସ୍ପଷ୍ଟ ହୋଇଯିବ I (ଦେଖ: [[rc://*/ta/man/translate/figs-metaphor]])