or_tn/mat/15/33.md

702 B

Where can we get enough loaves of bread in such a deserted place to satisfy so large a crowd?

ଶିଷ୍ୟମାନେ ପ୍ରଶ୍ନ ମାଧ୍ୟମରେ ବ୍ୟକ୍ତ କରୁଅଛନ୍ତି ଯେ ନିର୍ଜନ ସ୍ଥାନରେ ଲୋକମାନଙ୍କ ନିମନ୍ତେ କେଉଁଠାରୁ ଖାଦ୍ୟ ମିଳିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ନିର୍ଜନ ସ୍ଥାନରେ ଏତେ ଲୋକଙ୍କୁ ତୃପ୍ତ କରିବା ନିମନ୍ତେ କେଉଁଠାରୁ ଏତେ ରୋଟୀ ପାଇବା I” (ଦେଖ: rc://*/ta/man/translate/figs-rquestion)