or_tn/mat/15/33.md

4 lines
702 B
Markdown
Raw Permalink Normal View History

2020-11-19 00:15:53 +00:00
# Where can we get enough loaves of bread in such a deserted place to satisfy so large a crowd?
ଶିଷ୍ୟମାନେ ପ୍ରଶ୍ନ ମାଧ୍ୟମରେ ବ୍ୟକ୍ତ କରୁଅଛନ୍ତି ଯେ ନିର୍ଜନ ସ୍ଥାନରେ ଲୋକମାନଙ୍କ ନିମନ୍ତେ କେଉଁଠାରୁ ଖାଦ୍ୟ ମିଳିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ନିର୍ଜନ ସ୍ଥାନରେ ଏତେ ଲୋକଙ୍କୁ ତୃପ୍ତ କରିବା ନିମନ୍ତେ କେଉଁଠାରୁ ଏତେ ରୋଟୀ ପାଇବା I” (ଦେଖ: [[rc://*/ta/man/translate/figs-rquestion]])