or_tn/mat/15/28.md

925 B

let it be done

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ କରିବି” (ଦେଖ: rc://*/ta/man/translate/figs-activepassive)

Her daughter was healed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ତାହାର ଝିଅକୁ ସୁସ୍ଥ କଲେ” କିମ୍ବା “ତାହାର ଝିଅ ସୁସ୍ଥ ହୋଇଗଲା” (ଦେଖ: rc://*/ta/man/translate/figs-activepassive)

from that hour

ଏହା ଏକ ରୁଢି ଅଟେ I ଅନ୍ୟ ଏକ ଅନୁବାଦରେ: “ସେହି ଦଣ୍ଡରେ” କିମ୍ବା “ସେହିକ୍ଷଣି” (ଦେଖ: rc://*/ta/man/translate/figs-idiom)