# let it be done ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ କରିବି” (ଦେଖ: [[rc://*/ta/man/translate/figs-activepassive]]) # Her daughter was healed ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ତାହାର ଝିଅକୁ ସୁସ୍ଥ କଲେ” କିମ୍ବା “ତାହାର ଝିଅ ସୁସ୍ଥ ହୋଇଗଲା” (ଦେଖ: [[rc://*/ta/man/translate/figs-activepassive]]) # from that hour ଏହା ଏକ ରୁଢି ଅଟେ I ଅନ୍ୟ ଏକ ଅନୁବାଦରେ: “ସେହି ଦଣ୍ଡରେ” କିମ୍ବା “ସେହିକ୍ଷଣି” (ଦେଖ: [[rc://*/ta/man/translate/figs-idiom]])