or_tn/mat/15/21.md

8 lines
571 B
Markdown

# General Information:
ଏହା ଯୀଶୁ ଜଣେ କିଣାନିୟା ସ୍ତ୍ରୀର ଝିଅକୁ ସୁସ୍ଥ କରିବା ବିବରଣୀକୁ ଆରମ୍ଭ କରେ I
# Jesus went away
ଏହା ସୁଚାଇ ଦିଏ ଯେ ଶିଷ୍ୟମାନେ ଯୀଶୁଙ୍କ ସହିତ ପ୍ରସ୍ଥାନ କଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ବାହାରି ଗଲେ” (ଦେଖ: [[rc://*/ta/man/translate/figs-explicit]])