or_tn/mat/15/21.md

571 B

General Information:

ଏହା ଯୀଶୁ ଜଣେ କିଣାନିୟା ସ୍ତ୍ରୀର ଝିଅକୁ ସୁସ୍ଥ କରିବା ବିବରଣୀକୁ ଆରମ୍ଭ କରେ I

Jesus went away

ଏହା ସୁଚାଇ ଦିଏ ଯେ ଶିଷ୍ୟମାନେ ଯୀଶୁଙ୍କ ସହିତ ପ୍ରସ୍ଥାନ କଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ବାହାରି ଗଲେ” (ଦେଖ: rc://*/ta/man/translate/figs-explicit)