or_tn/mat/15/18.md

989 B

Connecting Statement:

ଯୀଶୁ ଦୃଷ୍ଟାନ୍ତ ବୁଝାଇବା ଜାରି ରଖିଲେ ଯାହାକୁ ସେ କହିଥିଲେ ମାଥିଉ ୧୫:୧୩-୧୪ରେ କହିଥିଲେ I

things that come out of the mouth

ଏହା ଜଣେ ବ୍ୟକ୍ତିଙ୍କର ଉକ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଖରୁ ଯାହା ଜଣେ ବ୍ୟକ୍ତିଠାରୁ ନିର୍ଗତ ହୁଏ” (ଦେଖ: rc://*/ta/man/translate/figs-metonymy)

from the heart

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମାନସିକତା ବା ଅନ୍ତର୍ହିତ ପୁରୁଷକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯାହା ହୃଦୟରୁ ଭିତରୁ” ବା “ଜଣେ ବ୍ୟକ୍ତିର ମନରୁ” (ଦେଖ: rc://*/ta/man/translate/figs-metonymy)