# Connecting Statement: ଯୀଶୁ ଦୃଷ୍ଟାନ୍ତ ବୁଝାଇବା ଜାରି ରଖିଲେ ଯାହାକୁ ସେ କହିଥିଲେ [ମାଥିଉ ୧୫:୧୩-୧୪](./13.md)ରେ କହିଥିଲେ I # things that come out of the mouth ଏହା ଜଣେ ବ୍ୟକ୍ତିଙ୍କର ଉକ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଖରୁ ଯାହା ଜଣେ ବ୍ୟକ୍ତିଠାରୁ ନିର୍ଗତ ହୁଏ” (ଦେଖ: [[rc://*/ta/man/translate/figs-metonymy]]) # from the heart ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମାନସିକତା ବା ଅନ୍ତର୍ହିତ ପୁରୁଷକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯାହା ହୃଦୟରୁ ଭିତରୁ” ବା “ଜଣେ ବ୍ୟକ୍ତିର ମନରୁ” (ଦେଖ: [[rc://*/ta/man/translate/figs-metonymy]])