or_tn/mat/15/17.md

12 lines
798 B
Markdown

# Do you not see ... into the latrine?
ଶିଷ୍ୟମାନଙ୍କୁ ଚେତେଇ ଦେବା ନିମନ୍ତେ ଯୀଶୁ ପ୍ରଶ୍ନ ମାଧ୍ୟମରେ କହିଲେ ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ଦୃଷ୍ଟାନ୍ତଟିକୁ ବୁଝି ନାହଁ I ଅନ୍ୟ ଏକ ଅନୁବାଦରେ: “ନିଶ୍ଚୟ ତୁମ୍ଭେମାନେ ବୁଝୁଅଛ… ବାହ୍ୟସ୍ଥାନରେ ନିକ୍ଷିପ୍ତ ହୁଏ” (ଦେଖ: [[rc://*/ta/man/translate/figs-rquestion]])
# passes into the stomach
ଉଦରକୁ ଯାଇ
# latrine
ନମ୍ରତାର ସହ ଲୋକମାନେ ଶରୀର ମଇଳା ଯେଉଁ ସ୍ଥାନରେ ପୋତନ୍ତି I