# Do you not see ... into the latrine? ଶିଷ୍ୟମାନଙ୍କୁ ଚେତେଇ ଦେବା ନିମନ୍ତେ ଯୀଶୁ ପ୍ରଶ୍ନ ମାଧ୍ୟମରେ କହିଲେ ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ଦୃଷ୍ଟାନ୍ତଟିକୁ ବୁଝି ନାହଁ I ଅନ୍ୟ ଏକ ଅନୁବାଦରେ: “ନିଶ୍ଚୟ ତୁମ୍ଭେମାନେ ବୁଝୁଅଛ… ବାହ୍ୟସ୍ଥାନରେ ନିକ୍ଷିପ୍ତ ହୁଏ” (ଦେଖ: [[rc://*/ta/man/translate/figs-rquestion]]) # passes into the stomach ଉଦରକୁ ଯାଇ # latrine ନମ୍ରତାର ସହ ଲୋକମାନେ ଶରୀର ମଇଳା ଯେଉଁ ସ୍ଥାନରେ ପୋତନ୍ତି I