or_tn/mat/14/intro.md

2.0 KiB

ମାଥିଉ ୧୪ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

୧ ଓ ୨ପଦ ୧୩ ଅଧ୍ୟାୟରୁ ବିବରଣୀକୁ ଜାରି ରଖିଅଛି I ୩-୧୨ପଦ ବିବରଣୀ ବନ୍ଦ କରି ଅନ୍ୟ ବିଷୟ କହେ ଯାହା ପୂର୍ବରୁ ଘଟି ଥିଲା, ସମ୍ଭବତଃ ଶୟତାନ ଯୀଶୁଙ୍କୁ ପରୀକ୍ଷ କରିବା ପରେ (ଦେଖ ମାଥିଉ ୪:୧୨) I ୧୩ପଦ ୨ପଦଠାରୁ ବିବରଣୀକୁ ଜାରି ରଖିଅଛି I ୩-୧୨ପଦରେ ଶବ୍ଦଗୁଡିକ ପାଠକମାନଙ୍କୁ ନିଶ୍ଚିତ ହେବା ନିମନ୍ତେ କହେ ଯେ ମାଥିଉ ପୂର୍ବ ବିବରଣୀକୁ ଜାରି ରଖିବା ପୂର୍ବରୁ ତାହାଙ୍କ ନୁତନ ବିବରଣୀର ସୂଚନା ଦେବା ବନ୍ଦ କଲେ I (ଦେଖ: rc://*/ta/man/translate/writing-background)

ଏହି ଅଧ୍ୟାୟରେ ସମ୍ଭାବିତ ଅନୁବାଦ ସମସ୍ୟା

ପରୋକ୍ଷ ବାଚ୍ୟ

ଏହି ଅଧ୍ୟାୟରେ ଅଧିକାଂଶ ପଦଗୁଡିକ ପ୍ରକାଶ କରନ୍ତି ଯେ ଜଣେ ବ୍ୟକ୍ତିଙ୍କର କିଛି ନକହିବା ପୂର୍ବରୁ ଘଟଣା ଘଟିଥିଲା I ଉଦାହରଣ ସ୍ବରୁପ, ଲେଖକ ପ୍ରକାଶ କରି ନାହାନ୍ତି କିଏ ଯୋହନଙ୍କ ମୁଣ୍ଡକୁ ହେରୋଦଙ୍କ ଝିଅକୁ ଦେଲା (ମାଥିଉ ୧୪:୧୧) I ତୁମେ ହୁଏତ ବାକ୍ୟକୁ ଅନୁବାଦ କରିପାରିବ ଯେପରି ଏହା ପାଠକମାନଙ୍କୁ ପ୍ରକାଶ କରିପାରିବ ଯେ କିଏ ଏହି କାର୍ଯ୍ୟ କରିଥିଲେ I (ଦେଖ: rc://*/ta/man/translate/figs-activepassive)