or_tn/mat/14/intro.md

12 lines
2.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# ମାଥିଉ ୧୪ ସାଧାରଣ ସୂଚନା
## ଗଠନ ପ୍ରଣାଳୀ ଓ ଆକୃତି
୧ ଓ ୨ପଦ ୧୩ ଅଧ୍ୟାୟରୁ ବିବରଣୀକୁ ଜାରି ରଖିଅଛି I ୩-୧୨ପଦ ବିବରଣୀ ବନ୍ଦ କରି ଅନ୍ୟ ବିଷୟ କହେ ଯାହା ପୂର୍ବରୁ ଘଟି ଥିଲା, ସମ୍ଭବତଃ ଶୟତାନ ଯୀଶୁଙ୍କୁ ପରୀକ୍ଷ କରିବା ପରେ (ଦେଖ [ମାଥିଉ ୪:୧୨](../../mat/04/12.md)) I ୧୩ପଦ ୨ପଦଠାରୁ ବିବରଣୀକୁ ଜାରି ରଖିଅଛି I ୩-୧୨ପଦରେ ଶବ୍ଦଗୁଡିକ ପାଠକମାନଙ୍କୁ ନିଶ୍ଚିତ ହେବା ନିମନ୍ତେ କହେ ଯେ ମାଥିଉ ପୂର୍ବ ବିବରଣୀକୁ ଜାରି ରଖିବା ପୂର୍ବରୁ ତାହାଙ୍କ ନୁତନ ବିବରଣୀର ସୂଚନା ଦେବା ବନ୍ଦ କଲେ I (ଦେଖ: [[rc://*/ta/man/translate/writing-background]])
## ଏହି ଅଧ୍ୟାୟରେ ସମ୍ଭାବିତ ଅନୁବାଦ ସମସ୍ୟା
### ପରୋକ୍ଷ ବାଚ୍ୟ
ଏହି ଅଧ୍ୟାୟରେ ଅଧିକାଂଶ ପଦଗୁଡିକ ପ୍ରକାଶ କରନ୍ତି ଯେ ଜଣେ ବ୍ୟକ୍ତିଙ୍କର କିଛି ନକହିବା ପୂର୍ବରୁ ଘଟଣା ଘଟିଥିଲା I ଉଦାହରଣ ସ୍ବରୁପ, ଲେଖକ ପ୍ରକାଶ କରି ନାହାନ୍ତି କିଏ ଯୋହନଙ୍କ ମୁଣ୍ଡକୁ ହେରୋଦଙ୍କ ଝିଅକୁ ଦେଲା ([ମାଥିଉ ୧୪:୧୧](../../14/11.md)) I ତୁମେ ହୁଏତ ବାକ୍ୟକୁ ଅନୁବାଦ କରିପାରିବ ଯେପରି ଏହା ପାଠକମାନଙ୍କୁ ପ୍ରକାଶ କରିପାରିବ ଯେ କିଏ ଏହି କାର୍ଯ୍ୟ କରିଥିଲେ I (ଦେଖ: [[rc://*/ta/man/translate/figs-activepassive]])