or_tn/mat/14/31.md

1.2 KiB

You of little faith, why

ହେ ଅଳ୍ପ ବିଶ୍ବାସୀ I ଯୀଶୁ ପିତରକୁ ଏପରି କହିଲେ କାରଣ ପିତର ଭୟଭିତ ହେଲେ I ଏହାକୁ ବିସ୍ମୟସୁଚକ ଅର୍ଥରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ହେ ଅଳ୍ପ ବିଶ୍ବାସୀ ! କାହିଁକି”

why did you doubt?

ଯୀଶୁ ପିତରକୁ କହିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ସେ ସନ୍ଦେହ କରି ନଥାନ୍ତା I ତୁମେ ଏହାକୁ ସ୍ପଷ୍ଟ କରିପାର କେଉଁ ବିଷୟରେ ପିତର ସନ୍ଦେହ କରିବା ଉଚିତ ନଥିଲା I ଅନ୍ୟ ଏକ ଅନୁବାଦରେ: “ତୁମେ ସନ୍ଦେହ କରିବା ଉଚିତ ନଥିଲା ଯେ ମୁଁ ତୁମକୁ ପାଣିରେ ବୁଡି ଯାଉଥିବା ସମୟରେ ଉଦ୍ଧାର କରିବି I” (ଦେଖ: [[rc:///ta/man/translate/figs-rquestion]] ଓ [[rc:///ta/man/translate/figs-explicit]])