# You of little faith, why ହେ ଅଳ୍ପ ବିଶ୍ବାସୀ I ଯୀଶୁ ପିତରକୁ ଏପରି କହିଲେ କାରଣ ପିତର ଭୟଭିତ ହେଲେ I ଏହାକୁ ବିସ୍ମୟସୁଚକ ଅର୍ଥରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ହେ ଅଳ୍ପ ବିଶ୍ବାସୀ ! କାହିଁକି” # why did you doubt? ଯୀଶୁ ପିତରକୁ କହିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ସେ ସନ୍ଦେହ କରି ନଥାନ୍ତା I ତୁମେ ଏହାକୁ ସ୍ପଷ୍ଟ କରିପାର କେଉଁ ବିଷୟରେ ପିତର ସନ୍ଦେହ କରିବା ଉଚିତ ନଥିଲା I ଅନ୍ୟ ଏକ ଅନୁବାଦରେ: “ତୁମେ ସନ୍ଦେହ କରିବା ଉଚିତ ନଥିଲା ଯେ ମୁଁ ତୁମକୁ ପାଣିରେ ବୁଡି ଯାଉଥିବା ସମୟରେ ଉଦ୍ଧାର କରିବି I” (ଦେଖ: [[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-explicit]])