or_tn/mat/14/20.md

742 B

and were filled

ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ପରିତୃପ୍ତ ହେବା ପର୍ଯ୍ୟନ୍ତ” କିମ୍ବା “ସେମାନେ ଆଉ ଭୋକିଲା ନହେବା ପର୍ଯ୍ୟନ୍ତ” (ଦେଖ: rc://*/ta/man/translate/figs-activepassive)

they took up

ଶିଷ୍ୟମାନେ ଏକାଠି କଲେ କିମ୍ବା “କିଛି ଲୋକମାନେ ଏକାଠି କଲେ”

twelve baskets full

୧୨ ଟୋକେଇ ଭର୍ତ୍ତି (ଦେଖ: rc://*/ta/man/translate/translate-numbers)