# and were filled ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ପରିତୃପ୍ତ ହେବା ପର୍ଯ୍ୟନ୍ତ” କିମ୍ବା “ସେମାନେ ଆଉ ଭୋକିଲା ନହେବା ପର୍ଯ୍ୟନ୍ତ” (ଦେଖ: [[rc://*/ta/man/translate/figs-activepassive]]) # they took up ଶିଷ୍ୟମାନେ ଏକାଠି କଲେ କିମ୍ବା “କିଛି ଲୋକମାନେ ଏକାଠି କଲେ” # twelve baskets full ୧୨ ଟୋକେଇ ଭର୍ତ୍ତି (ଦେଖ: [[rc://*/ta/man/translate/translate-numbers]])