or_tn/mat/13/56.md

1.8 KiB

Are not all his sisters with us?

ଲୋକସମୁହ ସେମାନଙ୍କ ବିଶ୍ବାସ ପ୍ରକାଶ କରିବା ନିମନ୍ତେ ଏହି ପ୍ରଶ୍ନଗୁଡିକ ବ୍ୟବହାର କରୁଛନ୍ତି ଯାହା ସେମାନେ ଯୀଶୁ କିଏ ଜାଣିଛନ୍ତି ଓ ସେ ଜଣେ ସାଧାରଣ ମନୁଷ୍ୟ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଏହାର ସମସ୍ତ ଭଉଣୀମାନେ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି, ମଧ୍ୟ” (ଦେଖ: rc://*/ta/man/translate/figs-rquestion)

Where did he get all these things?

ଲୋକସମୁହ ସେମାନଙ୍କ ଜ୍ଞାନ ଦେଖାଇବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ଯୀଶୁ କେଉଁଠାରୁ ହୁଏତ ଦକ୍ଷତା ପାଇଥିବ I ସେମାନେ ହୁଏତ ସେମାନଙ୍କ ସନ୍ଦେହ ବ୍ୟକ୍ତ କରୁଛନ୍ତି ଯେ ସେ ଏହି ଦକ୍ଷତା ଈଶ୍ବରଙ୍କଠାରୁ ପାଇଥିବ I ଅନ୍ୟ ଏକ ଅନୁବାଦରେ: “ସେ ଏହିସବୁ କର୍ମ କରିବା ନିମନ୍ତେ ଦକ୍ଷତା କେଉଁଠାରୁ ପାଇଥିବ ! କିମ୍ବା “ଆମ୍ଭେମାନେ ଜାଣି ନାହୁଁ ଯେ ସେ ଏହିସବୁ କେଉଁଠୁ ପାଇଲା !” (ଦେଖ: rc://*/ta/man/translate/figs-rquestion)

all these things

ଏହା ଆଶ୍ଚର୍ଯ୍ୟକର୍ମ କରିବା ନିମନ୍ତେ ଯୀଶୁଙ୍କ ଜ୍ଞାନ ଓ ଦକ୍ଷତାକୁ ବୁଝାଏ I