or_tn/mat/13/56.md

12 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# Are not all his sisters with us?
ଲୋକସମୁହ ସେମାନଙ୍କ ବିଶ୍ବାସ ପ୍ରକାଶ କରିବା ନିମନ୍ତେ ଏହି ପ୍ରଶ୍ନଗୁଡିକ ବ୍ୟବହାର କରୁଛନ୍ତି ଯାହା ସେମାନେ ଯୀଶୁ କିଏ ଜାଣିଛନ୍ତି ଓ ସେ ଜଣେ ସାଧାରଣ ମନୁଷ୍ୟ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଏହାର ସମସ୍ତ ଭଉଣୀମାନେ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି, ମଧ୍ୟ” (ଦେଖ: [[rc://*/ta/man/translate/figs-rquestion]])
# Where did he get all these things?
ଲୋକସମୁହ ସେମାନଙ୍କ ଜ୍ଞାନ ଦେଖାଇବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ଯୀଶୁ କେଉଁଠାରୁ ହୁଏତ ଦକ୍ଷତା ପାଇଥିବ I ସେମାନେ ହୁଏତ ସେମାନଙ୍କ ସନ୍ଦେହ ବ୍ୟକ୍ତ କରୁଛନ୍ତି ଯେ ସେ ଏହି ଦକ୍ଷତା ଈଶ୍ବରଙ୍କଠାରୁ ପାଇଥିବ I ଅନ୍ୟ ଏକ ଅନୁବାଦରେ: “ସେ ଏହିସବୁ କର୍ମ କରିବା ନିମନ୍ତେ ଦକ୍ଷତା କେଉଁଠାରୁ ପାଇଥିବ ! କିମ୍ବା “ଆମ୍ଭେମାନେ ଜାଣି ନାହୁଁ ଯେ ସେ ଏହିସବୁ କେଉଁଠୁ ପାଇଲା !” (ଦେଖ: [[rc://*/ta/man/translate/figs-rquestion]])
# all these things
ଏହା ଆଶ୍ଚର୍ଯ୍ୟକର୍ମ କରିବା ନିମନ୍ତେ ଯୀଶୁଙ୍କ ଜ୍ଞାନ ଓ ଦକ୍ଷତାକୁ ବୁଝାଏ I