or_tn/mat/13/50.md

1.4 KiB

They will throw them

ଦୁତଗଣ ମନ୍ଦ ଲୋକମାନଙ୍କୁ ଫୋପାଡି ଦେବେ

furnace of fire

ଏହା ନରକର ଅଗ୍ନିକୁଣ୍ଡ ନିମନ୍ତେ ଏକ ଉପମା ଅଟେ I ଯଦି “ଅଗ୍ନିକୁଣ୍ଡ” ଶବ୍ଦ ଅପରିଚିତ ଅଟେ, “ଧାତୁରେ ତିଆରି ଚୁଲା” ବ୍ୟବହାର କରାଯାଇପାରିବ I ଦେଖ ତୁମେ ଏହାକୁ ମାଥିଉ ୧୩:୪୨ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଅଗ୍ନିକୁଣ୍ଡ (ଚୁଲା)” (ଦେଖ: rc://*/ta/man/translate/figs-metaphor)

weeping and grinding of teeth

ଏଠାରେ ଦନ୍ତର କିଡିମିଡି ଏକ ସାଙ୍କେତିକ କାର୍ଯ୍ୟ ଅଟେ I ଅତିରିକ୍ତ ବିଷାଦ ଓ ଦୁଖକୁ ବୁଝାଏ I ଦେଖ ତୁମେ ଏହାକୁ ମାଥିଉ ୮:୧୨ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ରୋଦନ ଓ ସେମାନଙ୍କ ଅତିବ ଯନ୍ତ୍ରଣାଦାୟକ ଦୁଖଭୋଗକୁ ପ୍ରକାଶ କରେ I” (ଦେଖ: rc://*/ta/man/translate/translate-symaction)