# They will throw them ଦୁତଗଣ ମନ୍ଦ ଲୋକମାନଙ୍କୁ ଫୋପାଡି ଦେବେ # furnace of fire ଏହା ନରକର ଅଗ୍ନିକୁଣ୍ଡ ନିମନ୍ତେ ଏକ ଉପମା ଅଟେ I ଯଦି “ଅଗ୍ନିକୁଣ୍ଡ” ଶବ୍ଦ ଅପରିଚିତ ଅଟେ, “ଧାତୁରେ ତିଆରି ଚୁଲା” ବ୍ୟବହାର କରାଯାଇପାରିବ I ଦେଖ ତୁମେ ଏହାକୁ [ମାଥିଉ ୧୩:୪୨](../13/42.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଅଗ୍ନିକୁଣ୍ଡ (ଚୁଲା)” (ଦେଖ: [[rc://*/ta/man/translate/figs-metaphor]]) # weeping and grinding of teeth ଏଠାରେ ଦନ୍ତର କିଡିମିଡି ଏକ ସାଙ୍କେତିକ କାର୍ଯ୍ୟ ଅଟେ I ଅତିରିକ୍ତ ବିଷାଦ ଓ ଦୁଖକୁ ବୁଝାଏ I ଦେଖ ତୁମେ ଏହାକୁ [ମାଥିଉ ୮:୧୨](../08/12.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ରୋଦନ ଓ ସେମାନଙ୍କ ଅତିବ ଯନ୍ତ୍ରଣାଦାୟକ ଦୁଖଭୋଗକୁ ପ୍ରକାଶ କରେ I” (ଦେଖ: [[rc://*/ta/man/translate/translate-symaction]])