or_tn/mat/13/47.md

2.3 KiB

ଯୀଶୁ ଜଣେ ମତ୍ସ୍ୟଜିବୀ ଯେ ମତ୍ସ୍ୟ ଧରିବା ନିମନ୍ତେ ଏକ ବୃହତ ଜାଲ ବ୍ୟବହାର କରିବା ବିଷୟରେ ଏକ ଉପମା କହିବା ଦ୍ବାରା ସ୍ବର୍ଗରାଜ୍ୟର କଥା କହୁଛନ୍ତି I (ଦେଖ: rc://*/ta/man/translate/figs-parables)

the kingdom of heaven is like a net

ସ୍ବର୍ଗରାଜ୍ୟ ଜାଲ ପରି ନୁହେଁ, କିନ୍ତୁ ସ୍ବର୍ଗରାଜ୍ୟ ସବୁପ୍ରକାର ଲୋକମାନଙ୍କୁ ଆକର୍ଷିତ କରେ ଯେପରି ଏକ ଟଣାଜାଲ ସବୁପ୍ରକାର ମତ୍ସ୍ୟ ସଂଗ୍ରହ କରେ I (ଦେଖ: rc://*/ta/man/translate/figs-simile)

the kingdom of heaven is like

ଏଠାରେ “ସ୍ବର୍ଗରାଜ୍ୟ” ରାଜାଭାବେ ଈଶ୍ବରଙ୍କର ରାଜତ୍ବକୁ ବୁଝାଏ I “ସ୍ବର୍ଗରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ “ସ୍ବର୍ଗ” ଶବ୍ଦ ବ୍ୟବହାର କର I ଦେଖ ତୁମେ ଏହାକୁ ମାଥିଉ ୧୩:୨୪ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଆମ୍ଭର ସ୍ବର୍ଗସ୍ଥ ଈଶ୍ବର ଆପଣାକୁ ରାଜାଭାବେ ପ୍ରକାଶ କରିବେ, ଏହା ଏପରି ହେବ” (ଦେଖ: rc://*/ta/man/translate/figs-metonymy)

like a net that was cast into the sea

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ମାଛୁଆମାନେ ସମୁଦ୍ରରେ ଏକ ଜାଲ ନିକ୍ଷେପ କରନ୍ତି” (ଦେଖ: rc://*/ta/man/translate/figs-activepassive)

was cast into the sea

ସମୁଦ୍ରରେ ନିକ୍ଷେପ କରୁଥିଲେ

gathered creatures of every kind

ସବୁପ୍ରକାର ମାଛ ଧରିଲେ