or_tn/mat/13/45.md

1.2 KiB

like a man who is a merchant looking for valuable pearls

ବ୍ୟବହୃତ ସୂଚନା ଏହା ଯେ ଜଣେ ବ୍ୟକ୍ତି ବହୁମୁଲ୍ୟ ମୁକ୍ତା ଅନ୍ବେଷଣ କରୁଅଛି ଯାହା ସେ କ୍ରୟ କରିପାରିବ I (ଦେଖ: [[rc:///ta/man/translate/figs-simile]] ଓ [[rc:///ta/man/translate/figs-explicit]])

a merchant

ଜଣେ ବଣିକ ବା ଦୋକାନୀ ଯେ ସର୍ବଦା ଦେଶ ବିଦେଶରୁ ବାଣିଜ୍ୟ କରନ୍ତି

valuable pearls

ଖଣ୍ଡେ “ମୁକ୍ତା” ହେଉଛି ମସୃଣ, କଠିନ, ଝକ ମକ କରେ, ଶୁଭ୍ରରଙ୍ଗ କିମ୍ବା ସମୁଦ୍ରରେ ଥିବା ମେରୁଦଣ୍ଡ ବିହୀନ ନରମ ପ୍ରାଣୀରୁ ତିଆରି ହାଲୁକା-ରଙ୍ଗର ଧାତୁ ଓ ବହୁମୁଲ୍ୟ ମଣି କିମ୍ବା ବହୁମୁଲ୍ୟ ଗହଣା ନିର୍ମିତ ଧାତୁ ଅଟେ I ଅନ୍ୟ ଏକ ଅନୁବାଦରେ: “ସୁକ୍ଷ୍ମ ମୁକ୍ତା” ବା “ ମୁକ୍ତାର ସୌନ୍ଦର୍ଯ୍ୟ” (ଦେଖ: rc://*/ta/man/translate/translate-unknown)