# like a man who is a merchant looking for valuable pearls ବ୍ୟବହୃତ ସୂଚନା ଏହା ଯେ ଜଣେ ବ୍ୟକ୍ତି ବହୁମୁଲ୍ୟ ମୁକ୍ତା ଅନ୍ବେଷଣ କରୁଅଛି ଯାହା ସେ କ୍ରୟ କରିପାରିବ I (ଦେଖ: [[rc://*/ta/man/translate/figs-simile]] ଓ [[rc://*/ta/man/translate/figs-explicit]]) # a merchant ଜଣେ ବଣିକ ବା ଦୋକାନୀ ଯେ ସର୍ବଦା ଦେଶ ବିଦେଶରୁ ବାଣିଜ୍ୟ କରନ୍ତି # valuable pearls ଖଣ୍ଡେ “ମୁକ୍ତା” ହେଉଛି ମସୃଣ, କଠିନ, ଝକ ମକ କରେ, ଶୁଭ୍ରରଙ୍ଗ କିମ୍ବା ସମୁଦ୍ରରେ ଥିବା ମେରୁଦଣ୍ଡ ବିହୀନ ନରମ ପ୍ରାଣୀରୁ ତିଆରି ହାଲୁକା-ରଙ୍ଗର ଧାତୁ ଓ ବହୁମୁଲ୍ୟ ମଣି କିମ୍ବା ବହୁମୁଲ୍ୟ ଗହଣା ନିର୍ମିତ ଧାତୁ ଅଟେ I ଅନ୍ୟ ଏକ ଅନୁବାଦରେ: “ସୁକ୍ଷ୍ମ ମୁକ୍ତା” ବା “ ମୁକ୍ତାର ସୌନ୍ଦର୍ଯ୍ୟ” (ଦେଖ: [[rc://*/ta/man/translate/translate-unknown]])