or_tn/mat/13/38.md

1.3 KiB

the sons of the kingdom

“ପୁତ୍ର” ରୁଢି ସେମାନଙ୍କୁ ବୁଝାଏ ଯେଉଁମାନେ ସଦସ୍ୟ କିମ୍ବା ସମାନ ଚରିତ୍ର ଯେପରି ଜଣକର ଅଛି ବା କୌଣସି ବିଷୟର ଅନ୍ତର୍ଗତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ରାଜ୍ୟର ସଦସ୍ୟ ଅଟନ୍ତି” (ଦେଖ: rc://*/ta/man/translate/figs-idiom)

of the kingdom

ଏଠାରେ “ରାଜ୍ୟ” ଈଶ୍ବର ରାଜାଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କର” (ଦେଖ: rc://*/ta/man/translate/figs-metonymy)

the sons of the evil one

“ପୁତ୍ର” ରୁଢି ସେମାନଙ୍କୁ ବୁଝାଏ ଯେଉଁମାନେ ସଦସ୍ୟ କିମ୍ବା ସମାନ ଚରିତ୍ର ଯେପରି ଜଣକର ଅଛି ବା କୌଣସି ବିଷୟର ଅନ୍ତର୍ଗତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ମନ୍ଦର ସଦସ୍ୟ ଅଟନ୍ତି” (ଦେଖ: rc://*/ta/man/translate/figs-idiom)