# the sons of the kingdom “ପୁତ୍ର” ରୁଢି ସେମାନଙ୍କୁ ବୁଝାଏ ଯେଉଁମାନେ ସଦସ୍ୟ କିମ୍ବା ସମାନ ଚରିତ୍ର ଯେପରି ଜଣକର ଅଛି ବା କୌଣସି ବିଷୟର ଅନ୍ତର୍ଗତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ରାଜ୍ୟର ସଦସ୍ୟ ଅଟନ୍ତି” (ଦେଖ: [[rc://*/ta/man/translate/figs-idiom]]) # of the kingdom ଏଠାରେ “ରାଜ୍ୟ” ଈଶ୍ବର ରାଜାଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କର” (ଦେଖ: [[rc://*/ta/man/translate/figs-metonymy]]) # the sons of the evil one “ପୁତ୍ର” ରୁଢି ସେମାନଙ୍କୁ ବୁଝାଏ ଯେଉଁମାନେ ସଦସ୍ୟ କିମ୍ବା ସମାନ ଚରିତ୍ର ଯେପରି ଜଣକର ଅଛି ବା କୌଣସି ବିଷୟର ଅନ୍ତର୍ଗତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ମନ୍ଦର ସଦସ୍ୟ ଅଟନ୍ତି” (ଦେଖ: [[rc://*/ta/man/translate/figs-idiom]])