or_tn/mat/13/35.md

1.3 KiB

what had been said through the prophet might come true, when he said

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯାହା ଭାବବାଦୀଙ୍କୁ ବହୁ ଆଗରୁ ଲେଖିବା ପାଇଁ କହିଥିଲେ ତାହା ସତରେ ଘଟିଲା” (ଦେଖ: rc://*/ta/man/translate/figs-activepassive)

when he said

ଯେତେବେଳେ ଭାବବାଦୀ କହିଲେ

I will open my mouth

ଏହା ରୁଢୀ ଅଟେ ଯାହାର ଅର୍ଥ କହିବା ଅଟେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେ ଆପଣା ମୁଖ ଫିଟାଇଵା” (ଦେଖ: rc://*/ta/man/translate/figs-idiom)

things that were hidden

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁ ବିଷୟ ଈଶ୍ବର ଗୁପ୍ତ ରଖିଥିଲେ” (ଦେଖ: rc://*/ta/man/translate/figs-activepassive)

from the foundation of the world

ପୃଥିବୀର ଆରମ୍ଭରୁ କିମ୍ବା “ଈଶ୍ବର ପୃଥିବୀକୁ ସୃଷ୍ଟି କରିବା ସମୟରୁ”