or_tn/mat/13/35.md

20 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# what had been said through the prophet might come true, when he said
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯାହା ଭାବବାଦୀଙ୍କୁ ବହୁ ଆଗରୁ ଲେଖିବା ପାଇଁ କହିଥିଲେ ତାହା ସତରେ ଘଟିଲା” (ଦେଖ: [[rc://*/ta/man/translate/figs-activepassive]])
# when he said
ଯେତେବେଳେ ଭାବବାଦୀ କହିଲେ
# I will open my mouth
ଏହା ରୁଢୀ ଅଟେ ଯାହାର ଅର୍ଥ କହିବା ଅଟେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେ ଆପଣା ମୁଖ ଫିଟାଇଵା” (ଦେଖ: [[rc://*/ta/man/translate/figs-idiom]])
# things that were hidden
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁ ବିଷୟ ଈଶ୍ବର ଗୁପ୍ତ ରଖିଥିଲେ” (ଦେଖ: [[rc://*/ta/man/translate/figs-activepassive]])
# from the foundation of the world
ପୃଥିବୀର ଆରମ୍ଭରୁ କିମ୍ବା “ଈଶ୍ବର ପୃଥିବୀକୁ ସୃଷ୍ଟି କରିବା ସମୟରୁ”