or_tn/mat/13/22.md

3.2 KiB

Connecting Statement:

ଯୀଶୁ ଶିଷ୍ୟମାନଙ୍କୁ ବୀଜ ବୁଣାଳିର ଦୃଷ୍ଟାନ୍ତ ବିଷୟରେ ବ୍ୟାଖ୍ୟା କରିବା ଜାରି ରଖିଛନ୍ତି I

What was sown

ଏହା ବୀଜକୁ ବୁଝାଏ ଯାହା ବୁଣା ଯାଇଥିଲା କିମ୍ବା ଯାହା ପଡିଥିଲା I ଅନ୍ୟ ଏକ ଅନୁବାଦରେ: “ବୀଜ ଯାହା ବୁଣାଯାଇଥିଲା” କିମ୍ବା “ବୀଜ ଯାହା ପଡିଥିଲା” (ଦେଖ: rc://*/ta/man/translate/figs-explicit)

What was sown among the thorn plants

କେତେକ କଣ୍ଟା ଗଚ୍ଛମୁଳରେ ପଡିଲା

this is the person

ଏହା ଜଣେ ବ୍ୟକ୍ତିକୁ ବୁଝାଏ

the word

ବାକ୍ୟ ବା “ଈଶ୍ବରଙ୍କ ଶିକ୍ଷା”

the cares of the world and the deceitfulness of riches choke the word

ଯୀଶୁ ସାଂସାରିକ ଚିନ୍ତା ଓ ଧନ ଲୋଭ ଜଣେ ବ୍ୟକ୍ତିଙ୍କୁ ଈଶ୍ବରଙ୍କ ବାକ୍ୟର ପାଳନ କରିବାରୁ ବଞ୍ଚିତ କରିବା ବିଷୟରେ କହନ୍ତି ଯେପରି ସେଗୁଡିକ କଣ୍ଟାଗଚ୍ଛ ଅଟନ୍ତି ଯାହା ଶସ୍ୟର ଚତୁପାର୍ଶ୍ବ ବୋହି ଯାଏ ଓ ଏହା ବୃଦ୍ଧି ହେବାଠାରେ ବଞ୍ଚିତ କରେ I ଅନ୍ୟ ଏକ ଅନୁବାଦରେ: “ଯେପରି କଣ୍ଟାଗଚ୍ଛ ଉତ୍ତମ ଶସ୍ୟର ବୃଦ୍ଧି ହେବାରେ ବିଘ୍ନର କାରଣ ହୁଏ, ସେହିପରି ସାଂସାରିକ ଚିନ୍ତା ଓ ଧନ ଲୋଭ ଜଣେ ବ୍ୟକ୍ତିକୁ ଈଶ୍ବରଙ୍କ ବାକ୍ୟ ଶୁଣିବାରୁ ବଞ୍ଚିତ କରେ” (ଦେଖ: rc://*/ta/man/translate/figs-metaphor)

cares of the world

ଏହି ଜଗତର ବିଷୟରେ ଲୋକମାନେ ଚିନ୍ତା କରନ୍ତି

the deceitfulness of riches

ଯୀଶୁ “ଧନଲୋଭି” ବିଷୟରେ ଏପରି କହୁଛନ୍ତି ଯେପରି ସେ ଜଣେ ବ୍ୟକ୍ତି ଥିଲେ ଯିଏକି କାହାରିକୁ ମିଥ୍ୟା କହିଛି I ଏହାର ଅର୍ଥ ଲୋକମାନେ ଭାବନ୍ତି ଅଧିକ ଧନ ସେମାନଙ୍କୁ ଖୁସି (ଆନନ୍ଦ) ଦେଇପାରେ, କିନ୍ତୁ ଏହା ହୋଇ ନଥାଏ I ଅନ୍ୟ ଏକ ଅନୁବାଦରେ: “ଧନକୁ ପ୍ରେମ କରିବା” (ଦେଖ: rc://*/ta/man/translate/figs-personification)

he becomes unfruitful

ଏଠାରେ ଜଣେ ବ୍ୟକ୍ତି ବିଷୟରେ କୁହାଯାଇଛି ଯେପରି ତାହା ଏକ ବିଜ ଥିଲା I ଫଳହୀନ ଫଳବତୀ ନହେବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେ ଫଲହିନ ହୁଏ” କିମ୍ବା “ଈଶ୍ବର ଯାହା ଇଛା କରନ୍ତି ସେ କରେ ନାହିଁ” (ଦେଖ: rc://*/ta/man/translate/figs-metaphor)