or_tn/mat/13/22.md

36 lines
3.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୀଶୁ ଶିଷ୍ୟମାନଙ୍କୁ ବୀଜ ବୁଣାଳିର ଦୃଷ୍ଟାନ୍ତ ବିଷୟରେ ବ୍ୟାଖ୍ୟା କରିବା ଜାରି ରଖିଛନ୍ତି I
# What was sown
ଏହା ବୀଜକୁ ବୁଝାଏ ଯାହା ବୁଣା ଯାଇଥିଲା କିମ୍ବା ଯାହା ପଡିଥିଲା I ଅନ୍ୟ ଏକ ଅନୁବାଦରେ: “ବୀଜ ଯାହା ବୁଣାଯାଇଥିଲା” କିମ୍ବା “ବୀଜ ଯାହା ପଡିଥିଲା” (ଦେଖ: [[rc://*/ta/man/translate/figs-explicit]])
# What was sown among the thorn plants
କେତେକ କଣ୍ଟା ଗଚ୍ଛମୁଳରେ ପଡିଲା
# this is the person
ଏହା ଜଣେ ବ୍ୟକ୍ତିକୁ ବୁଝାଏ
# the word
ବାକ୍ୟ ବା “ଈଶ୍ବରଙ୍କ ଶିକ୍ଷା”
# the cares of the world and the deceitfulness of riches choke the word
ଯୀଶୁ ସାଂସାରିକ ଚିନ୍ତା ଓ ଧନ ଲୋଭ ଜଣେ ବ୍ୟକ୍ତିଙ୍କୁ ଈଶ୍ବରଙ୍କ ବାକ୍ୟର ପାଳନ କରିବାରୁ ବଞ୍ଚିତ କରିବା ବିଷୟରେ କହନ୍ତି ଯେପରି ସେଗୁଡିକ କଣ୍ଟାଗଚ୍ଛ ଅଟନ୍ତି ଯାହା ଶସ୍ୟର ଚତୁପାର୍ଶ୍ବ ବୋହି ଯାଏ ଓ ଏହା ବୃଦ୍ଧି ହେବାଠାରେ ବଞ୍ଚିତ କରେ I ଅନ୍ୟ ଏକ ଅନୁବାଦରେ: “ଯେପରି କଣ୍ଟାଗଚ୍ଛ ଉତ୍ତମ ଶସ୍ୟର ବୃଦ୍ଧି ହେବାରେ ବିଘ୍ନର କାରଣ ହୁଏ, ସେହିପରି ସାଂସାରିକ ଚିନ୍ତା ଓ ଧନ ଲୋଭ ଜଣେ ବ୍ୟକ୍ତିକୁ ଈଶ୍ବରଙ୍କ ବାକ୍ୟ ଶୁଣିବାରୁ ବଞ୍ଚିତ କରେ” (ଦେଖ: [[rc://*/ta/man/translate/figs-metaphor]])
# cares of the world
ଏହି ଜଗତର ବିଷୟରେ ଲୋକମାନେ ଚିନ୍ତା କରନ୍ତି
# the deceitfulness of riches
ଯୀଶୁ “ଧନଲୋଭି” ବିଷୟରେ ଏପରି କହୁଛନ୍ତି ଯେପରି ସେ ଜଣେ ବ୍ୟକ୍ତି ଥିଲେ ଯିଏକି କାହାରିକୁ ମିଥ୍ୟା କହିଛି I ଏହାର ଅର୍ଥ ଲୋକମାନେ ଭାବନ୍ତି ଅଧିକ ଧନ ସେମାନଙ୍କୁ ଖୁସି (ଆନନ୍ଦ) ଦେଇପାରେ, କିନ୍ତୁ ଏହା ହୋଇ ନଥାଏ I ଅନ୍ୟ ଏକ ଅନୁବାଦରେ: “ଧନକୁ ପ୍ରେମ କରିବା” (ଦେଖ: [[rc://*/ta/man/translate/figs-personification]])
# he becomes unfruitful
ଏଠାରେ ଜଣେ ବ୍ୟକ୍ତି ବିଷୟରେ କୁହାଯାଇଛି ଯେପରି ତାହା ଏକ ବିଜ ଥିଲା I ଫଳହୀନ ଫଳବତୀ ନହେବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେ ଫଲହିନ ହୁଏ” କିମ୍ବା “ଈଶ୍ବର ଯାହା ଇଛା କରନ୍ତି ସେ କରେ ନାହିଁ” (ଦେଖ: [[rc://*/ta/man/translate/figs-metaphor]])