or_tn/mat/13/17.md

1.1 KiB

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁ କଅଣ ପରବର୍ତ୍ତୀ କହିବେ ତାହାର ଗୁରୁତ୍ବାରୋପ କରେ I

you

ଏହି ଶବ୍ଦର ସମସ୍ତ ବ୍ୟବହାର ବହୁବଚନ ଅଟନ୍ତି ଓ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-ellipsis)

the things that you see

ତୁମେ ସ୍ପଷ୍ଟ କରିପାରିବ ଯାହା ସେମାନେ ଦେଖିଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ କରିବା ତୁମ୍ଭେମାନେ ଦେଖୁଅଛ” (ଦେଖ: rc://*/ta/man/translate/figs-you)

the things that you hear

ସେମାନେ ଯାହା ଶୁଣିଲେ ତୁମେ ତାହା ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମୁ କହିବା ଶୁଣୁଅଚ୍ଛ” (ଦେଖ: rc://*/ta/man/translate/figs-explicit)