or_tn/mat/13/17.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Truly I say to you
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁ କଅଣ ପରବର୍ତ୍ତୀ କହିବେ ତାହାର ଗୁରୁତ୍ବାରୋପ କରେ I
# you
ଏହି ଶବ୍ଦର ସମସ୍ତ ବ୍ୟବହାର ବହୁବଚନ ଅଟନ୍ତି ଓ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-ellipsis]])
# the things that you see
ତୁମେ ସ୍ପଷ୍ଟ କରିପାରିବ ଯାହା ସେମାନେ ଦେଖିଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ କରିବା ତୁମ୍ଭେମାନେ ଦେଖୁଅଛ” (ଦେଖ: [[rc://*/ta/man/translate/figs-you]])
# the things that you hear
ସେମାନେ ଯାହା ଶୁଣିଲେ ତୁମେ ତାହା ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମୁ କହିବା ଶୁଣୁଅଚ୍ଛ” (ଦେଖ: [[rc://*/ta/man/translate/figs-explicit]])