36 lines
4.6 KiB
Markdown
36 lines
4.6 KiB
Markdown
# Connecting Statement:
|
|
|
|
ଯୀଶୁ ଯିଶାଇୟ ଭାବବାଦୀଙ୍କ କଥିତ ଭାବାବାଣୀ ସମାପ୍ତ କରନ୍ତି I
|
|
|
|
# For this people's heart ... I would heal them
|
|
|
|
୧୩:୧୫ରେ ଈଶ୍ବର ଇସ୍ରାଏଲର ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି ଯେପରି ସେମାନେ ଶାରିରୀକ ଅସୁସ୍ଥତା ହୋଇଛନ୍ତି ଯାହାଫଳରେ ସେମାନେ ଶିକ୍ଷା ଗ୍ରହଣ କରିବାକୁ, ଦେଖିବାକୁ ଓ ଶୁଣିବାକୁ ଅକ୍ଷମ ଅଟନ୍ତି I ଈଶ୍ବର ଚାହାନ୍ତି ସେମାନେ ତାହାଙ୍କ ପାଖକୁ ଆସନ୍ତୁ ଯେହେତୁ ସେ ସେମାନଙ୍କୁ ସୁସ୍ଥ କରିବେ I ଏହା ସବୁ ରୁପକ ଲୋକମାନଙ୍କର ଆତ୍ମିକ ସ୍ଥିତିକୁ ବର୍ଣ୍ଣନା କରେ I ଏହାର ଅର୍ଥ ଲୋକମାନେ ଶକ୍ତଗ୍ରୀଵ ଓ ଈଶ୍ବରଙ୍କ ସତ୍ୟତାକୁ ଗ୍ରହଣ କରିବାକୁ ତିରସ୍କାର କରନ୍ତି I ଯଦି ଅର୍ଥ ସ୍ପଷ୍ଟ ଅଟେ, ତୁମର ଅନୁବାଦରେ ରୁପକ ବ୍ୟବହାର କରନ୍ତୁ (ଦେଖ: [[rc://*/ta/man/translate/figs-metaphor]])
|
|
|
|
# this people's heart has become dull
|
|
|
|
ଏଠାରେ “ହୃଦୟ” ମନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “କାରଣ ଏହି ଲୋକଙ୍କର ମନ ଜଡ ହେଲା” କିମ୍ବା “ଏହି ଲୋକମାନେ ଆଉ କେବେବି ଶିଖି ପାରିବେ ନାହିଁ” (ଦେଖ: [[rc://*/ta/man/translate/figs-metonymy]])
|
|
|
|
# they are hard of hearing
|
|
|
|
ସେମାନେ ଶାରିରିକ ବଧିର ନୁହନ୍ତି I ଏଠାରେ “କଷ୍ଟରେ ଶୁଣନ୍ତି” ଅର୍ଥ ସେମାନେ ଶୁଣିବାକୁ ଓ ଈଶ୍ବରଙ୍କ ସତ୍ୟତା ଶିଖିବାକୁ ପ୍ରତ୍ୟାଖ୍ୟାନ କରନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ଶୁଣିବା ନିମନ୍ତେ ସେମାନଙ୍କ କର୍ଣ ବ୍ୟବହାର କରନ୍ତି ନାହି” (ଦେଖ: [[rc://*/ta/man/translate/figs-metonymy]])
|
|
|
|
# they have closed their eyes
|
|
|
|
ସେମାନେ ଆକ୍ଷରିକ ଭାବେ ସେମାନଙ୍କ ଚକ୍ଷୁ ବନ୍ଦ କରନ୍ତି ନାହି I ଏହାର ଅର୍ଥ ସେମାନେ ବୁଝିବାକୁ ପ୍ରତ୍ୟାଖ୍ୟାନ କରନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ଦେଖିବା ନିମନ୍ତେ ସେମାନଙ୍କ ଚକ୍ଷୁ ବ୍ୟବହାର କରନ୍ତି ନାହିଁ” (ଦେଖ: [[rc://*/ta/man/translate/figs-metonymy]])
|
|
|
|
# so they should not see with their eyes, or hear with their ears, or understand with their hearts, so they would turn again
|
|
|
|
ତେଣୁ ସେମାନେ ସେମାନଙ୍କ ଚକ୍ଷୁରେରେ ଦେଖିବାକୁ ଅସମର୍ଥ ଅଟନ୍ତି, ସେମାନେ କାନରେ ଶୁଣିବାକୁ ଓ ସେମାନଙ୍କର ହୃଦୟରେ ବୁଝିବାକୁ, ଓ ପରିଣାମ ସ୍ବରୁପ ସେମାନେ ଫେରିବେ ନାହିଁ
|
|
|
|
# understand with their hearts
|
|
|
|
ଏଠାରେ “ହୃଦୟ” ଶବ୍ଦ ମନୁଷ୍ୟର ଆନ୍ତରିକ ପୁରୁଷକୁ ବୁଝାଏ I ତୁମେ ହୁଏତ ତୁମ ଭାଷାରେ ଲୋକମାନଙ୍କ ଭାବନା ଓ ଅନୁଭବକୁ ବୁଝାଇବା ନିମନ୍ତେ ତୁମ ଭାଷାର ଶବ୍ଦ ବ୍ୟବହାର କରିବା ଆବଶ୍ବକ କରିପାର I AT: “ସେମାନଙ୍କ ମନକୁ ବୁଝ” (ଦେଖ: [[rc://*/ta/man/translate/figs-metonymy]])
|
|
|
|
# turn again
|
|
|
|
ମୋ ନିକଟକୁ ଫେର କିମ୍ବା “ଅନୁତାପ କର”
|
|
|
|
# I would heal them
|
|
|
|
ଆମ୍ଭେ ସେମାନଙ୍କୁ ସୁସ୍ଥ କରିବା I ଏହାର ଅର୍ଥ ଈଶ୍ବର ସେମାନଙ୍କୁ ଆତ୍ମିକ ସୁସ୍ଥତା ଦେବେ ଓ ସେମାନଙ୍କ ପାପରୁ କ୍ଷମା ଦେବେ ଓ ଆପଣାର ଲୋକ କରିବେ I ଅନ୍ୟ ଏକ ଅନୁବାଦରେ: “ପୁଣି ମୁଁ ସେମାନଙ୍କୁ ଗ୍ରହଣ କରିବି” (ଦେଖ: [[rc://*/ta/man/translate/figs-metaphor]])
|