or_tn/mat/13/15.md

4.6 KiB

Connecting Statement:

ଯୀଶୁ ଯିଶାଇୟ ଭାବବାଦୀଙ୍କ କଥିତ ଭାବାବାଣୀ ସମାପ୍ତ କରନ୍ତି I

For this people's heart ... I would heal them

୧୩:୧୫ରେ ଈଶ୍ବର ଇସ୍ରାଏଲର ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି ଯେପରି ସେମାନେ ଶାରିରୀକ ଅସୁସ୍ଥତା ହୋଇଛନ୍ତି ଯାହାଫଳରେ ସେମାନେ ଶିକ୍ଷା ଗ୍ରହଣ କରିବାକୁ, ଦେଖିବାକୁ ଓ ଶୁଣିବାକୁ ଅକ୍ଷମ ଅଟନ୍ତି I ଈଶ୍ବର ଚାହାନ୍ତି ସେମାନେ ତାହାଙ୍କ ପାଖକୁ ଆସନ୍ତୁ ଯେହେତୁ ସେ ସେମାନଙ୍କୁ ସୁସ୍ଥ କରିବେ I ଏହା ସବୁ ରୁପକ ଲୋକମାନଙ୍କର ଆତ୍ମିକ ସ୍ଥିତିକୁ ବର୍ଣ୍ଣନା କରେ I ଏହାର ଅର୍ଥ ଲୋକମାନେ ଶକ୍ତଗ୍ରୀଵ ଓ ଈଶ୍ବରଙ୍କ ସତ୍ୟତାକୁ ଗ୍ରହଣ କରିବାକୁ ତିରସ୍କାର କରନ୍ତି I ଯଦି ଅର୍ଥ ସ୍ପଷ୍ଟ ଅଟେ, ତୁମର ଅନୁବାଦରେ ରୁପକ ବ୍ୟବହାର କରନ୍ତୁ (ଦେଖ: rc://*/ta/man/translate/figs-metaphor)

this people's heart has become dull

ଏଠାରେ “ହୃଦୟ” ମନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “କାରଣ ଏହି ଲୋକଙ୍କର ମନ ଜଡ ହେଲା” କିମ୍ବା “ଏହି ଲୋକମାନେ ଆଉ କେବେବି ଶିଖି ପାରିବେ ନାହିଁ” (ଦେଖ: rc://*/ta/man/translate/figs-metonymy)

they are hard of hearing

ସେମାନେ ଶାରିରିକ ବଧିର ନୁହନ୍ତି I ଏଠାରେ “କଷ୍ଟରେ ଶୁଣନ୍ତି” ଅର୍ଥ ସେମାନେ ଶୁଣିବାକୁ ଓ ଈଶ୍ବରଙ୍କ ସତ୍ୟତା ଶିଖିବାକୁ ପ୍ରତ୍ୟାଖ୍ୟାନ କରନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ଶୁଣିବା ନିମନ୍ତେ ସେମାନଙ୍କ କର୍ଣ ବ୍ୟବହାର କରନ୍ତି ନାହି” (ଦେଖ: rc://*/ta/man/translate/figs-metonymy)

they have closed their eyes

ସେମାନେ ଆକ୍ଷରିକ ଭାବେ ସେମାନଙ୍କ ଚକ୍ଷୁ ବନ୍ଦ କରନ୍ତି ନାହି I ଏହାର ଅର୍ଥ ସେମାନେ ବୁଝିବାକୁ ପ୍ରତ୍ୟାଖ୍ୟାନ କରନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ଦେଖିବା ନିମନ୍ତେ ସେମାନଙ୍କ ଚକ୍ଷୁ ବ୍ୟବହାର କରନ୍ତି ନାହିଁ” (ଦେଖ: rc://*/ta/man/translate/figs-metonymy)

so they should not see with their eyes, or hear with their ears, or understand with their hearts, so they would turn again

ତେଣୁ ସେମାନେ ସେମାନଙ୍କ ଚକ୍ଷୁରେରେ ଦେଖିବାକୁ ଅସମର୍ଥ ଅଟନ୍ତି, ସେମାନେ କାନରେ ଶୁଣିବାକୁ ଓ ସେମାନଙ୍କର ହୃଦୟରେ ବୁଝିବାକୁ, ଓ ପରିଣାମ ସ୍ବରୁପ ସେମାନେ ଫେରିବେ ନାହିଁ

understand with their hearts

ଏଠାରେ “ହୃଦୟ” ଶବ୍ଦ ମନୁଷ୍ୟର ଆନ୍ତରିକ ପୁରୁଷକୁ ବୁଝାଏ I ତୁମେ ହୁଏତ ତୁମ ଭାଷାରେ ଲୋକମାନଙ୍କ ଭାବନା ଓ ଅନୁଭବକୁ ବୁଝାଇବା ନିମନ୍ତେ ତୁମ ଭାଷାର ଶବ୍ଦ ବ୍ୟବହାର କରିବା ଆବଶ୍ବକ କରିପାର I AT: “ସେମାନଙ୍କ ମନକୁ ବୁଝ” (ଦେଖ: rc://*/ta/man/translate/figs-metonymy)

turn again

ମୋ ନିକଟକୁ ଫେର କିମ୍ବା “ଅନୁତାପ କର”

I would heal them

ଆମ୍ଭେ ସେମାନଙ୍କୁ ସୁସ୍ଥ କରିବା I ଏହାର ଅର୍ଥ ଈଶ୍ବର ସେମାନଙ୍କୁ ଆତ୍ମିକ ସୁସ୍ଥତା ଦେବେ ଓ ସେମାନଙ୍କ ପାପରୁ କ୍ଷମା ଦେବେ ଓ ଆପଣାର ଲୋକ କରିବେ I ଅନ୍ୟ ଏକ ଅନୁବାଦରେ: “ପୁଣି ମୁଁ ସେମାନଙ୍କୁ ଗ୍ରହଣ କରିବି” (ଦେଖ: rc://*/ta/man/translate/figs-metaphor)