or_tn/mat/13/08.md

794 B

produced a crop

ବୀଜ ବଢିଲା ବା “ଫଳ ଫଳିଲା”

some one hundred times as much, some sixty, and some thirty

“ବୀଜ” ଶବ୍ଦ, “ଫଳ ଉତ୍ପନ୍ନ” ଓ “ଶସ୍ୟ” ପୂର୍ବ ବାକ୍ୟାଂଶରୁ ବୁଝିବାକୁ ହେବ I ଏଗୁଡିକୁ ସ୍ପଷ୍ଟଭାବେ ବର୍ଣ୍ଣନା କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କେତେକ ଶସ୍ୟ ଶହେଗୁଣ , ଷାଠିଏଗୁଣ ଓ ତିରିଶ ଗୁଣ ଫଳ ଫଳିଲା” (ଦେଖ: rc://*/ta/man/translate/figs-ellipsis)

one hundred ... sixty ... thirty

୧୦୦ … ୬୦ … ୩୦ (ଦେଖ: rc://*/ta/man/translate/translate-numbers)