or_tn/mat/12/42.md

3.5 KiB
Raw Permalink Blame History

Connecting Statement:

ଯୀଶୁ ଶାସ୍ତ୍ରୀ ଓ ଫାରୁଶୀମାନଙ୍କୁ ଅନୁଯୋଗ କରିବା ଜାରି ରଖିଛନ୍ତି I

Queen of the South

ଏହା ଶିବାର ରାଣୀକୁ ବୁଝାଏ I ଶିବା ଦକ୍ଷିଣ ଇସ୍ରାଏଲର ଦକ୍ଷିଣାଞ୍ଚଳ ଅଟେ I (ଦେଖ: rc://*/ta/man/translate/translate-names)

will rise up at the judgment

ବିଚାରରେ ଉଠିବେ

at the judgment

ବିଚାରର ଦିନରେ କିମ୍ବା “ଯେଉଁ ସମୟରେ ଈଶ୍ବର ଲୋକସମୁହର ବିଚାର କରିବେ” ଦେଖ ତୁମେ ଏହାକୁ [ମାଥିଉ 12:41] (../12/41.md)ରେ ଅନୁବାଦ କରିଅଚ୍ଛ I

this generation

ଏହା ଯୀଶୁ ପ୍ରଚାର କରୁଥିବା ସମୟର ଲୋକମାନଙ୍କୁ ବୁଝାଏ I

and condemn them

ଦେଖ ତୁମେ ସମାନ ପ୍ରକାର ଉକ୍ତିକୁ [ମାଥିଉ ୧୨:୪୧] (../12/41.md)ରେ କିପରି ଅନୁବାଦ କରିଅଚ୍ଛ I ସାମ୍ଭାବିତ ଅର୍ଥଗୁଡିକ ୧) ଏଠାରେ “ଅଭୋଯୋଗ” ଦୋଷାରୋପକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହି ବର୍ତ୍ତମାନ ପୁରୁଷ ଉଠି ଏମାନଙ୍କୁ ଦୋଷୀ କରିବେ” କିମ୍ବା ) ଈଶ୍ବର ବର୍ତ୍ତମାନ ପୁରୁଷକୁ ଦୋଷାରୋପ କରିବେ କାରଣ ସେମାନେ ଦକ୍ଷିଣ ଦେଶର ରାଣୀର ଜ୍ଞାନର କଥା ଶୁଣିଲେ ନାହିଁ I ଅନ୍ୟ ଏକ ଅନୁବାଦରେ: “ଅତଏବ ଈଶ୍ବର ବର୍ତ୍ତମାନର ପୁରୁଷଙ୍କୁ ଦୋଷୀ କରିବେ” (ଦେଖ: rc://*/ta/man/translate/figs-metonymy)

She came from the ends of the earth

ଏଠାରେ “ପୃଥିବୀର ପ୍ରାନ୍ତରୁ” ଏକ ରୁଢୀ ଅଟେ ଯାହାର ଅର୍ଥ “ଦୁର ଦେଶ” I ଅନ୍ୟ ଏକ ଅନୁବାଦରେ: “ସେ ଦୁର ଦେଶରୁ ଆସିଥିଲେ” (ଦେଖ: rc://*/ta/man/translate/figs-idiom)

She came from the ends of the earth to hear the wisdom of Solomon

ଏହି ଉକ୍ତି ବୁଝାଏ ଯେ କାହିଁକି ଦକ୍ଷିଣ ଦେଶର ରାଣୀ ଯୀଶୁଙ୍କ ସମୟରେ ଲୋକମାନଙ୍କୁ ଦୋଷୀ କରିବେ I ଅନ୍ୟ ଏକ ଅନୁବାଦରେ: “କାରଣ ସେ ଆସିଥିଲେ” (ଦେଖ: rc://*/ta/man/translate/writing-connectingwords)

and see

ଓ ଦେଖ I ଏହା ଯୀଶୁ ପରବର୍ତ୍ତୀ କଣ କହିବେ ତାହାକୁ ଗୁରୁତ୍ବାରୋପ କରେ I

someone greater

କେହି ଜଣେ ଗୁରୁତ୍ବ ଅଟେ

someone

ଯୀଶୁ ଆପଣା ବିଷୟରେ କହୁଛନ୍ତି I (ଦେଖ: rc://*/ta/man/translate/figs-123person)

than Solomon is here

ଯୀଶୁଙ୍କର ଉକ୍ତିର ଅର୍ଥକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଏଠାରେ ଶଲୋମନ ଥିଲେ, ତଥାପି ତୁମେ ଶୁଣିଲ ନାହିଁ I ସେଥିନିମନ୍ତେ ଈଶ୍ବର ତୁମକୁ ଦୋଷୀ କରିବେ” (ଦେଖ: rc://*/ta/man/translate/figs-explicit)