# Connecting Statement: ଯୀଶୁ ଶାସ୍ତ୍ରୀ ଓ ଫାରୁଶୀମାନଙ୍କୁ ଅନୁଯୋଗ କରିବା ଜାରି ରଖିଛନ୍ତି I # Queen of the South ଏହା ଶିବାର ରାଣୀକୁ ବୁଝାଏ I ଶିବା ଦକ୍ଷିଣ ଇସ୍ରାଏଲର ଦକ୍ଷିଣାଞ୍ଚଳ ଅଟେ I (ଦେଖ: [[rc://*/ta/man/translate/translate-names]]) # will rise up at the judgment ବିଚାରରେ ଉଠିବେ # at the judgment ବିଚାରର ଦିନରେ କିମ୍ବା “ଯେଉଁ ସମୟରେ ଈଶ୍ବର ଲୋକସମୁହର ବିଚାର କରିବେ” ଦେଖ ତୁମେ ଏହାକୁ [ମାଥିଉ 12:41] (../12/41.md)ରେ ଅନୁବାଦ କରିଅଚ୍ଛ I # this generation ଏହା ଯୀଶୁ ପ୍ରଚାର କରୁଥିବା ସମୟର ଲୋକମାନଙ୍କୁ ବୁଝାଏ I # and condemn them ଦେଖ ତୁମେ ସମାନ ପ୍ରକାର ଉକ୍ତିକୁ [ମାଥିଉ ୧୨:୪୧] (../12/41.md)ରେ କିପରି ଅନୁବାଦ କରିଅଚ୍ଛ I ସାମ୍ଭାବିତ ଅର୍ଥଗୁଡିକ ୧) ଏଠାରେ “ଅଭୋଯୋଗ” ଦୋଷାରୋପକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହି ବର୍ତ୍ତମାନ ପୁରୁଷ ଉଠି ଏମାନଙ୍କୁ ଦୋଷୀ କରିବେ” କିମ୍ବା ୨) ଈଶ୍ବର ବର୍ତ୍ତମାନ ପୁରୁଷକୁ ଦୋଷାରୋପ କରିବେ କାରଣ ସେମାନେ ଦକ୍ଷିଣ ଦେଶର ରାଣୀର ଜ୍ଞାନର କଥା ଶୁଣିଲେ ନାହିଁ I ଅନ୍ୟ ଏକ ଅନୁବାଦରେ: “ଅତଏବ ଈଶ୍ବର ବର୍ତ୍ତମାନର ପୁରୁଷଙ୍କୁ ଦୋଷୀ କରିବେ” (ଦେଖ: [[rc://*/ta/man/translate/figs-metonymy]]) # She came from the ends of the earth ଏଠାରେ “ପୃଥିବୀର ପ୍ରାନ୍ତରୁ” ଏକ ରୁଢୀ ଅଟେ ଯାହାର ଅର୍ଥ “ଦୁର ଦେଶ” I ଅନ୍ୟ ଏକ ଅନୁବାଦରେ: “ସେ ଦୁର ଦେଶରୁ ଆସିଥିଲେ” (ଦେଖ: [[rc://*/ta/man/translate/figs-idiom]]) # She came from the ends of the earth to hear the wisdom of Solomon ଏହି ଉକ୍ତି ବୁଝାଏ ଯେ କାହିଁକି ଦକ୍ଷିଣ ଦେଶର ରାଣୀ ଯୀଶୁଙ୍କ ସମୟରେ ଲୋକମାନଙ୍କୁ ଦୋଷୀ କରିବେ I ଅନ୍ୟ ଏକ ଅନୁବାଦରେ: “କାରଣ ସେ ଆସିଥିଲେ” (ଦେଖ: [[rc://*/ta/man/translate/writing-connectingwords]]) # and see ଓ ଦେଖ I ଏହା ଯୀଶୁ ପରବର୍ତ୍ତୀ କଣ କହିବେ ତାହାକୁ ଗୁରୁତ୍ବାରୋପ କରେ I # someone greater କେହି ଜଣେ ଗୁରୁତ୍ବ ଅଟେ # someone ଯୀଶୁ ଆପଣା ବିଷୟରେ କହୁଛନ୍ତି I (ଦେଖ: [[rc://*/ta/man/translate/figs-123person]]) # than Solomon is here ଯୀଶୁଙ୍କର ଉକ୍ତିର ଅର୍ଥକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଏଠାରେ ଶଲୋମନ ଥିଲେ, ତଥାପି ତୁମେ ଶୁଣିଲ ନାହିଁ I ସେଥିନିମନ୍ତେ ଈଶ୍ବର ତୁମକୁ ଦୋଷୀ କରିବେ” (ଦେଖ: [[rc://*/ta/man/translate/figs-explicit]])