or_tn/mat/12/41.md

36 lines
2.3 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Connecting Statement:
ଯୀଶୁ ଶାସ୍ତ୍ରୀ ଓ ଫାରୁଶୀମାନଙ୍କୁ ଅନୁଯୋଗ କରିବା ଜାରି ରଖିଛନ୍ତି I
# The men of Nineveh
ନିନିବୀର ଲୋକମାନେ
# at the judgment
ବିଚାର ଦିନରେ କିମ୍ବା “ ଯେତେବେଳେ ଈଶ୍ବର ଲୋକମାନଙ୍କର ବିଚାର କରିବେ”
# this generation of people
ଏହା ଯୀଶୁ ପ୍ରଚାର କରୁଥିବା ସମୟରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I
# and will condemn it
ସମ୍ଭାବିତ ଅର୍ଥଗୁଡିକ ୧) ଏଠାରେ “ଦୋଷ ଦେଵା” ଅଭିଯୋଗକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ପୁରୁଷ ସହିତ ଉଠି ଲୋକମାନଙ୍କୁ ଦୋଷୀ କରିବେ” କିମ୍ବା ) ଈଶ୍ବର ଏହି ବର୍ତ୍ତମାନ ପୁରୁଷକୁ ଦୋଶୀ କରିବେ କାରଣ ସେମାନେ ନିନିବୀର ଲୋକମାନଙ୍କ ପରି ଅନୁତାପ କଲେ ନାହିଁ I ଅନ୍ୟ ଏକ ଅନୁବାଦରେ: “ଏଣୁ ଈଶ୍ବର ବର୍ତ୍ତମାନ ପୁରୁଷକୁ ଦୋଷାରୋପ କରିବେ” (ଦେଖ: [[rc://*/ta/man/translate/figs-metonymy]])
# and see
ଆଉ ଦେଖ I ଏହା ଯୀଶୁ ପରବର୍ତ୍ତୀ କଣ କହିବେ ତାହାକୁ ଗୁରୁତ୍ବାରୋପ କରେ I
# someone greater
ସବୁଠାରୁ ଗୁରୁତ୍ବପୁର୍ଣ୍ଣ
# someone
ଯୀଶୁ ଆପଣା ବିଷୟରେ କହୁଚ୍ଛନ୍ତି I (ଦେଖ: [[rc://*/ta/man/translate/figs-123person]])
# than Jonah is here
ତୁମେ ଯୀଶୁଙ୍କ ବକ୍ତବ୍ୟକୁ ସ୍ପଷ୍ଟ ଅର୍ଥକରି ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏଠାରେ ଯୁନସଙ୍କ ଅପେକ୍ଷା, ତଥାପି ତୁମେ ଅନୁତାପ କଲନାହିଁ, ଯାହାକି ଈଶ୍ବର ତୁମ୍ଭମାନଙ୍କୁ ଦୋଷାରୋପ କରିବେ” (ଦେଖ: [[rc://*/ta/man/translate/figs-explicit]])