or_tn/mat/12/41.md

2.3 KiB
Raw Permalink Blame History

Connecting Statement:

ଯୀଶୁ ଶାସ୍ତ୍ରୀ ଓ ଫାରୁଶୀମାନଙ୍କୁ ଅନୁଯୋଗ କରିବା ଜାରି ରଖିଛନ୍ତି I

The men of Nineveh

ନିନିବୀର ଲୋକମାନେ

at the judgment

ବିଚାର ଦିନରେ କିମ୍ବା “ ଯେତେବେଳେ ଈଶ୍ବର ଲୋକମାନଙ୍କର ବିଚାର କରିବେ”

this generation of people

ଏହା ଯୀଶୁ ପ୍ରଚାର କରୁଥିବା ସମୟରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I

and will condemn it

ସମ୍ଭାବିତ ଅର୍ଥଗୁଡିକ ୧) ଏଠାରେ “ଦୋଷ ଦେଵା” ଅଭିଯୋଗକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ପୁରୁଷ ସହିତ ଉଠି ଲୋକମାନଙ୍କୁ ଦୋଷୀ କରିବେ” କିମ୍ବା ) ଈଶ୍ବର ଏହି ବର୍ତ୍ତମାନ ପୁରୁଷକୁ ଦୋଶୀ କରିବେ କାରଣ ସେମାନେ ନିନିବୀର ଲୋକମାନଙ୍କ ପରି ଅନୁତାପ କଲେ ନାହିଁ I ଅନ୍ୟ ଏକ ଅନୁବାଦରେ: “ଏଣୁ ଈଶ୍ବର ବର୍ତ୍ତମାନ ପୁରୁଷକୁ ଦୋଷାରୋପ କରିବେ” (ଦେଖ: rc://*/ta/man/translate/figs-metonymy)

and see

ଆଉ ଦେଖ I ଏହା ଯୀଶୁ ପରବର୍ତ୍ତୀ କଣ କହିବେ ତାହାକୁ ଗୁରୁତ୍ବାରୋପ କରେ I

someone greater

ସବୁଠାରୁ ଗୁରୁତ୍ବପୁର୍ଣ୍ଣ

someone

ଯୀଶୁ ଆପଣା ବିଷୟରେ କହୁଚ୍ଛନ୍ତି I (ଦେଖ: rc://*/ta/man/translate/figs-123person)

than Jonah is here

ତୁମେ ଯୀଶୁଙ୍କ ବକ୍ତବ୍ୟକୁ ସ୍ପଷ୍ଟ ଅର୍ଥକରି ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏଠାରେ ଯୁନସଙ୍କ ଅପେକ୍ଷା, ତଥାପି ତୁମେ ଅନୁତାପ କଲନାହିଁ, ଯାହାକି ଈଶ୍ବର ତୁମ୍ଭମାନଙ୍କୁ ଦୋଷାରୋପ କରିବେ” (ଦେଖ: rc://*/ta/man/translate/figs-explicit)