or_tn/mat/12/36.md

1.0 KiB

Connecting Statement:

ଯୀଶୁ ଫାରୁଶୀମାନଙ୍କର ଅଭିଯୋଗରେ ତାହାଙ୍କ ଉତ୍ତର ଦେବା ସମାପ୍ତ କରନ୍ତି ଯାହା ସେ ଶୟତାନ ଶକ୍ତିରେ ମନୁଷ୍ୟକୁ ସୁସ୍ଥ କରିଛନ୍ତି I

I say to you

ଏହା ଯୀଶୁ ପରବର୍ତ୍ତୀ କଣ କହିବେ ତାହାର ଗୁରୁତ୍ବାରୋପ କରେ I

people will give an account for

ଈଶ୍ବର ଲୋକସମୁହକୁ ପଚାରିବେ କିମ୍ବା “ଲୋକସମୁହ ଈଶ୍ବରଙ୍କ ସମ୍ମୁଖରେ ଉତ୍ତର ଦେବେ”

every idle word they will have said

ଏଠାରେ “ବାକ୍ୟ” କେହିଜଣେ କିଛି କହିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟକ ଅସାର କଥା ସେମାନେ କହିଛନ୍ତି” (ଦେଖ: rc://*/ta/man/translate/figs-metonymy)