# Connecting Statement: ଯୀଶୁ ଫାରୁଶୀମାନଙ୍କର ଅଭିଯୋଗରେ ତାହାଙ୍କ ଉତ୍ତର ଦେବା ସମାପ୍ତ କରନ୍ତି ଯାହା ସେ ଶୟତାନ ଶକ୍ତିରେ ମନୁଷ୍ୟକୁ ସୁସ୍ଥ କରିଛନ୍ତି I # I say to you ଏହା ଯୀଶୁ ପରବର୍ତ୍ତୀ କଣ କହିବେ ତାହାର ଗୁରୁତ୍ବାରୋପ କରେ I # people will give an account for ଈଶ୍ବର ଲୋକସମୁହକୁ ପଚାରିବେ କିମ୍ବା “ଲୋକସମୁହ ଈଶ୍ବରଙ୍କ ସମ୍ମୁଖରେ ଉତ୍ତର ଦେବେ” # every idle word they will have said ଏଠାରେ “ବାକ୍ୟ” କେହିଜଣେ କିଛି କହିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟକ ଅସାର କଥା ସେମାନେ କହିଛନ୍ତି” (ଦେଖ: [[rc://*/ta/man/translate/figs-metonymy]])