or_tn/mat/12/32.md

1.7 KiB

Whoever speaks any word against the Son of Man

ଏଠାରେ “ବାକ୍ୟ” ଜଣେ ଯାହା କୁହେ ତାହାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ଜଣେ ବ୍ୟକ୍ତି ମନୁଷ୍ୟ ପୁତ୍ରଙ୍କ ବିରୁଦ୍ଧରେ କଥା କହେ” (ଦେଖ: rc://*/ta/man/translate/figs-metonymy)

the Son of Man

ଯୀଶୁ ଆପଣା ବିଷୟରେ କହୁଛନ୍ତି I (ଦେଖ: rc://*/ta/man/translate/figs-123person)

that will be forgiven him

ଏହାକୁ କର୍ତ୍ତା ବାଚ୍ୟରେ ପ୍ରକାଶ କଲେI ପରିବର୍ତତା ଅନୁବାଦ: “ଈଶ୍ବର ସେଥିପାଇଁ ସେହିବ୍ୟକ୍ତିଙ୍କୁ କ୍ଷମା କରିବେ” (ଦେଖ:rc://*/ta/man/translate/figs-activepassive)

that will not be forgiven him

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେହି ବ୍ୟକ୍ତିଙ୍କୁ କ୍ଷମା କରିବେ ନାହିଁ”

neither in this world, nor in that which is to come

ଏଠାରେ “ଇହଯୁଗ” ଓ “ପରଯୁଗ” ବର୍ତ୍ତମାନ ଓ ପରବର୍ତ୍ତ ଜୀବନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହି ଜୀବନରେ କିମ୍ବା ପରବର୍ତ୍ତୀ ଜୀବନରେ” କିମ୍ବା “ବର୍ତ୍ତମାନ ନହେଲେ କେବେନୁହେଁ” (ଦେଖ: rc://*/ta/man/translate/figs-metonymy)