or_tn/mat/12/32.md

20 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# Whoever speaks any word against the Son of Man
ଏଠାରେ “ବାକ୍ୟ” ଜଣେ ଯାହା କୁହେ ତାହାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ଜଣେ ବ୍ୟକ୍ତି ମନୁଷ୍ୟ ପୁତ୍ରଙ୍କ ବିରୁଦ୍ଧରେ କଥା କହେ” (ଦେଖ: [[rc://*/ta/man/translate/figs-metonymy]])
# the Son of Man
ଯୀଶୁ ଆପଣା ବିଷୟରେ କହୁଛନ୍ତି I (ଦେଖ: [[rc://*/ta/man/translate/figs-123person]])
# that will be forgiven him
ଏହାକୁ କର୍ତ୍ତା ବାଚ୍ୟରେ ପ୍ରକାଶ କଲେI ପରିବର୍ତତା ଅନୁବାଦ: “ଈଶ୍ବର ସେଥିପାଇଁ ସେହିବ୍ୟକ୍ତିଙ୍କୁ କ୍ଷମା କରିବେ” (ଦେଖ:[[rc://*/ta/man/translate/figs-activepassive]])
# that will not be forgiven him
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେହି ବ୍ୟକ୍ତିଙ୍କୁ କ୍ଷମା କରିବେ ନାହିଁ”
# neither in this world, nor in that which is to come
ଏଠାରେ “ଇହଯୁଗ” ଓ “ପରଯୁଗ” ବର୍ତ୍ତମାନ ଓ ପରବର୍ତ୍ତ ଜୀବନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହି ଜୀବନରେ କିମ୍ବା ପରବର୍ତ୍ତୀ ଜୀବନରେ” କିମ୍ବା “ବର୍ତ୍ତମାନ ନହେଲେ କେବେନୁହେଁ” (ଦେଖ: [[rc://*/ta/man/translate/figs-metonymy]])