or_tn/mat/12/30.md

12 lines
1.2 KiB
Markdown

# who is not with me
ଯେ ମୋର ସପକ୍ଷ ନୁହେଁ କିମ୍ବା “ଯେ ମୋ ସହିତ କାର୍ଯ୍ୟ କରେନାହିଁ”
# is against me
ସେ ମୋର ବିପକ୍ଷ କିମ୍ବା “ମୋ ବିରୁଦ୍ଧରେ କାର୍ଯ୍ୟ କରେ”
# the one who does not gather with me scatters
ଯୀଶୁ ଏକ ରୁପକ ବ୍ୟବହାର କରୁଛନ୍ତି ଯାହା ଜଣେ ବ୍ୟକ୍ତି ମେଷମାନଙ୍କୁ ମେଷପାଳକଙ୍କ ନିକଟରେ ସଂଗ୍ରହ କରେ କିମ୍ବା ମେଷପାଳକଙ୍କଠାରୁ ସେମାନଙ୍କୁ ଛିନ୍ନଭିନ୍ନ କରେ I ଯୀଶୁଙ୍କ ଅର୍ଥରେ ଜଣେ ବ୍ୟକ୍ତି ଲୋକମାନଙ୍କୁ ଯୀଶୁଙ୍କ ଶିଷ୍ୟ ହେବା ନିମନ୍ତେ ସାହାଯ୍ୟ କରୁଅଛି ନତୁବା ସେ ଲୋକମାନଙ୍କୁ ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କରିବା ନିମନ୍ତେ ପ୍ରବର୍ତାଉ ଅଛି I (ଦେଖ: [[rc://*/ta/man/translate/figs-metaphor]])