or_tn/mat/12/30.md

1.2 KiB

who is not with me

ଯେ ମୋର ସପକ୍ଷ ନୁହେଁ କିମ୍ବା “ଯେ ମୋ ସହିତ କାର୍ଯ୍ୟ କରେନାହିଁ”

is against me

ସେ ମୋର ବିପକ୍ଷ କିମ୍ବା “ମୋ ବିରୁଦ୍ଧରେ କାର୍ଯ୍ୟ କରେ”

the one who does not gather with me scatters

ଯୀଶୁ ଏକ ରୁପକ ବ୍ୟବହାର କରୁଛନ୍ତି ଯାହା ଜଣେ ବ୍ୟକ୍ତି ମେଷମାନଙ୍କୁ ମେଷପାଳକଙ୍କ ନିକଟରେ ସଂଗ୍ରହ କରେ କିମ୍ବା ମେଷପାଳକଙ୍କଠାରୁ ସେମାନଙ୍କୁ ଛିନ୍ନଭିନ୍ନ କରେ I ଯୀଶୁଙ୍କ ଅର୍ଥରେ ଜଣେ ବ୍ୟକ୍ତି ଲୋକମାନଙ୍କୁ ଯୀଶୁଙ୍କ ଶିଷ୍ୟ ହେବା ନିମନ୍ତେ ସାହାଯ୍ୟ କରୁଅଛି ନତୁବା ସେ ଲୋକମାନଙ୍କୁ ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କରିବା ନିମନ୍ତେ ପ୍ରବର୍ତାଉ ଅଛି I (ଦେଖ: rc://*/ta/man/translate/figs-metaphor)