or_tn/mat/12/27.md

16 lines
1.7 KiB
Markdown

# Beelzebul
ଏହି ନାମ ସମାନ ବ୍ୟକ୍ତିଙ୍କୁ ବୁଝାଏ ଯଥା “ଶୟତାନ” (୨୬ ପଦ) I
# by whom do your sons drive them out?
ଯୀଶୁ ଫାରୁଶୀମାନଙ୍କୁ ଆହ୍ବାନ ଦେବା ନିମନ୍ତେ ଆଉଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତେବେ ତୁମ ଶିଷ୍ୟମାନଙ୍କୁ ମଧ୍ୟ କୁହ ଯେ ସେମାନେ ବାଆଲଜିବୁଲ ସାହାଯ୍ୟରେ ଭୁତମାନଙ୍କୁ ଛଡାନ୍ତୁ I କିନ୍ତୁ, ତୁମେ ଜାଣିଛ ଏହା ସତ୍ୟ ନୁହେଁ” (ଦେଖ: [[rc://*/ta/man/translate/figs-rquestion]])
# your sons
ଯୀଶୁ ଫାରୁଶୀ ମାନଙ୍କୁ କହୁଛନ୍ତି I “ତୁମମାନଙ୍କର ସନ୍ତାନଗଣ” ସେମାନଙ୍କ ଅନୁଗାମୀମାନଙ୍କୁ ବୁଝାଏ I ଏହି ବୁଝାଇବା ନିମନ୍ତେ ସାଧାରଣ ମାଧ୍ୟମ ଯେଉଁମାନେ ଶିକ୍ଷକ କିମ୍ବା ନେତାଙ୍କୁ ଅନୁଗମନ କରନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମର ଅନୁଗମନକାରୀ” (ଦେଖ: [[rc://*/ta/man/translate/figs-metaphor]])
# For this reason they will be your judges
ଯେହେତୁ ତୁମର ଅନୁଗମନକାରୀ ଈଶ୍ବରଙ୍କ ଶକ୍ତିରେ ଭୁତ ଛଡାନ୍ତି, ତୁମେ ମୋ ବିଷୟରେ ଭୁଲ କହୁଅଛ ବୋଲି ସେମାନେ ପ୍ରମାଣ କରନ୍ତି I