or_tn/mat/12/27.md

1.7 KiB

Beelzebul

ଏହି ନାମ ସମାନ ବ୍ୟକ୍ତିଙ୍କୁ ବୁଝାଏ ଯଥା “ଶୟତାନ” (୨୬ ପଦ) I

by whom do your sons drive them out?

ଯୀଶୁ ଫାରୁଶୀମାନଙ୍କୁ ଆହ୍ବାନ ଦେବା ନିମନ୍ତେ ଆଉଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତେବେ ତୁମ ଶିଷ୍ୟମାନଙ୍କୁ ମଧ୍ୟ କୁହ ଯେ ସେମାନେ ବାଆଲଜିବୁଲ ସାହାଯ୍ୟରେ ଭୁତମାନଙ୍କୁ ଛଡାନ୍ତୁ I କିନ୍ତୁ, ତୁମେ ଜାଣିଛ ଏହା ସତ୍ୟ ନୁହେଁ” (ଦେଖ: rc://*/ta/man/translate/figs-rquestion)

your sons

ଯୀଶୁ ଫାରୁଶୀ ମାନଙ୍କୁ କହୁଛନ୍ତି I “ତୁମମାନଙ୍କର ସନ୍ତାନଗଣ” ସେମାନଙ୍କ ଅନୁଗାମୀମାନଙ୍କୁ ବୁଝାଏ I ଏହି ବୁଝାଇବା ନିମନ୍ତେ ସାଧାରଣ ମାଧ୍ୟମ ଯେଉଁମାନେ ଶିକ୍ଷକ କିମ୍ବା ନେତାଙ୍କୁ ଅନୁଗମନ କରନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମର ଅନୁଗମନକାରୀ” (ଦେଖ: rc://*/ta/man/translate/figs-metaphor)

For this reason they will be your judges

ଯେହେତୁ ତୁମର ଅନୁଗମନକାରୀ ଈଶ୍ବରଙ୍କ ଶକ୍ତିରେ ଭୁତ ଛଡାନ୍ତି, ତୁମେ ମୋ ବିଷୟରେ ଭୁଲ କହୁଅଛ ବୋଲି ସେମାନେ ପ୍ରମାଣ କରନ୍ତି I