or_tn/mat/12/24.md

1.3 KiB

General Information:

୨୫ ପଦରେ, ଯୀଶୁ ଫାରୁଶୀମାନଙ୍କର ମନର ଚିନ୍ତା ଜାଣି ସେମାନଙ୍କୁ କହିବାକୁ ଲାଗିଲେ ଯେ ସେ ଶୟତାନର ଶକ୍ତି ଦ୍ବାରା ବ୍ୟକ୍ତିକୁ ସୁସ୍ଥ କଲେ I

this miracle

ଏହା ଜଣେ ଅନ୍ଧ, ମୁକ, ଓ ଭୁତଗ୍ରସ୍ତ ବ୍ୟକ୍ତିର ଆଶ୍ଚର୍ଯ୍ୟଜନକ ସୁସ୍ଥତାକୁ ବୁଝାଏ I

This man does not cast out demons except by Beelzebul

ଏହାକୁ ଆସ୍ତିକବାଚ୍ୟ ଆକାରରେ କୁହାଯାଇପାରିବ I “ଏ ଲୋକଟା କେବଳ ଭୁତ ଛଡାଇବା ନିମନ୍ତେ ସମର୍ଥ ଯେହେତୁ ସେ ଭୁତପତି ବାଆଲଜିବୁଲ୍ ଜଣେ ଦାସ ଅଟେ” (ଦେଖ: rc://*/ta/man/translate/figs-doublenegatives)

This man

ଯୀଶୁଙ୍କ ନାମ ଉଚ୍ଚାରଣ କରିବାକୁ ଫାରୁଶିମାନେ ବର୍ଜନ କରନ୍ତି ଅର୍ଥାତ ସେମାନେ ତାହାଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି I

the prince of the demons

ଭୁତପତି